Below header

ଗଞ୍ଜାମ ଜିଲ୍ଲାର ୩ ପଞ୍ଚାୟତକୁ ମିଳିଲା ଜାତୀୟ ପୁରସ୍କାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ୩ ପଞ୍ଚାୟତକୁ ମିଳିଲା ଜାତୀୟ ପୁରସ୍କାର । ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ଘୋଷଣା ହୋଇଛି ପୁରସ୍କାର । ଗଞ୍ଜାମ ବ୍ଲକର କାଇଁଚପୁର, ବେଲଗୁଣ୍ଠା ବ୍ଲକର ବଡବୋରସିଂ ଓ ସାନଖେମୁଣ୍ଡି ବ୍ଲକର ପୋଡାମାରି ପଞ୍ଚାୟତକୁ ମିଳିଛି ଶ୍ରେଷ୍ଠ ବିକାଶ ଯୋଜନା, ଶ୍ରେଷ୍ଠ ଚାଇଲ୍ଡ ଫ୍ରେଣ୍ଡ ଲି ଓ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର । ଏକାଥରେ ତିନିତିନିଟି ପୁରସ୍କାର ଜିତିବା ଜିଲ୍ଲା ପାଇଁ ଗର୍ବ ଆଣିଛି।

ganjam

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.