Below header

ରାଜଧାନୀ ଭୁବନେଶ୍ୱରରୁ ପୁଣି ୩ କରୋନା ପଜେଟିଭ, ସମସ୍ତେ ବମିଖାଲର ବୋଲି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

କେନ୍ୟୁଜ( ବ୍ୟୁରୋ): ରାଜଧାନୀ ବାମିଖାଲରୁ ଚିହ୍ନଟ ହେଲେ ୩ କରୋନା ପଜେଟିଭ।  ସ୍ୱାସ୍ଥ୍ୟବିଭାଗ ଟ୍ୱିଟ କରି ଦେଲା ସୂଚନା।  ଏହିଁ ୩ ଜଣଙ୍କୁ ମିଶାଇ ଏବେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୯। ୩ ପଜିଟିଭ ପରେ କରୋନା ଚିହ୍ନଟ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।  ଆଜି ଦିନକରେ ମୋଟ ୪ଟି ପଜିଟିଭ ଚିହ୍ନଟ ହୋଇଛି । ତେବେ ସେମାନେ ଦିଲ୍ଲୀ ଯାଇଥିଲେ କି ନାହିଁ କିଛି ସ୍ପଷ୍ଟ ହୋଇନଥିବା ବେଳେ ସେମାନଙ୍କ ବିଦେଶ ଯାତ୍ରା ବିଷୟରେ କିଛି ସ୍ପଷ୍ଟ କରିନି ସ୍ୱାସ୍ଥ୍ୟ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.