Below header

ଆଜି ପବିତ୍ର ଶୀତଳ ଷଷ୍ଠୀ, ଦେବ ଦମ୍ପତିଙ୍କ ବିବାହ ପାଇଁ ଦୁଲୁକୁଛି ସମ୍ବଲପୁର ସହର

କେନ୍ୟୁଜ୍ : ଆଜି ପବିତ୍ର ଶୀତଳ ଷଷ୍ଠୀ । ଦେବ ଦମ୍ପତିଙ୍କ ବିବାହ ପାଇଁ ଦୁଲୁକୁଛି ସମ୍ବଲପୁର ସହର । ଆଜି ମହାଦେବଙ୍କର ମାତା ପାର୍ବତୀଙ୍କ ସହ ବିବାହ ସଂପନ୍ନ ହେବ । ଶୁଭ ମୁହୂର୍ତ୍ତରେ ପଡ଼ିବ ହାତଗଣ୍ଠି । ଏଥିପାଇଁ ଉତ୍ସବ ମୁଖରିତ ପରିବେଶ । ବିବାହ ପାଇଁ ଶୋଭାଯାତ୍ରାରେ ବାହାରିବେ ଭୋଳା ବାବା । ବାଜା, ରୋଷଣୀ ସାଙ୍ଗକୁ ପାରମ୍ପରିକ ଲୋକନୃତ୍ୟ ଓ ଗୀତରେ କମ୍ପିବ ଚାରିଆଡ଼ । ଶୀତଳ ଷଷ୍ଠୀ ଯାତ୍ରା ଦେଖିବା ସମ୍ବଲପୁରରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.