Below header

ଟ୍ଵିନ୍‌ସିଟିରେ ଆଜି ସନ୍ଧ୍ୟାରେ ଧୂଳି ଝଡ଼ ସାଙ୍ଗକୁ ବର୍ଷା

ଦିନରେ ଅସମ୍ଭାଳ, ସନ୍ଧ୍ୟାରେ ସାମାନ୍ୟ ଆଶ୍ୱସ୍ତି। ଅଚାନକ ମାଡ଼ି ଆସିଲା କଳାହାଣ୍ଡିଆ ମେଘ । ଧୂଳି ଝଡ଼ ସାଙ୍ଗକୁ ବର୍ଷା । ବିଜୁଳି ଓ ଘଡ଼ଘଡ଼ି । ଟ୍ଵିନ୍‌ସିଟିରେ ଆଜି ସନ୍ଧ୍ୟାରେ ଏମିତି ଅଚାନକ ବଦଳିଗଲା ପାଗ । ପବନରେ ବିଭିନ୍ନ ସ୍ଥାନରେ ଭାଙ୍ଗିଛି ଗଛ ।

କଟକ/ଭୁବନେଶ୍ୱର (କେନ୍ୟୁଜ):  ଦିନରେ ଅସମ୍ଭାଳ, ସନ୍ଧ୍ୟାରେ ସାମାନ୍ୟ ଆଶ୍ୱସ୍ତି। ଅଚାନକ ମାଡ଼ି ଆସିଲା କଳାହାଣ୍ଡିଆ ମେଘ । ଧୂଳି ଝଡ଼ ସାଙ୍ଗକୁ ବର୍ଷା । ବିଜୁଳି ଓ ଘଡ଼ଘଡ଼ି । ଟ୍ଵିନ୍‌ସିଟିରେ ଆଜି ସନ୍ଧ୍ୟାରେ ଏମିତି ଅଚାନକ ବଦଳିଗଲା ପାଗ । ପବନରେ ବିଭିନ୍ନ ସ୍ଥାନରେ ଭାଙ୍ଗିଛି ଗଛ ।

ବିଦ୍ୟୁତ ତାର ଛିଣ୍ଡି ଥିବାରୁ କିଛି ସମୟ ପାଇଁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା। ତେବେ ଦିନ ବେଳା ଅସହ୍ୟ ତାତିରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ସନ୍ଧ୍ୟା ସମୟରେ ପବନ ଓ ବର୍ଷା ଟିକେଆସ୍ୱସ୍ତି ଆଣିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.