Below header

ଗର୍ଲଫ୍ରେଣ୍ଡ ପାଇଁ ହାଇଡ୍ରାମା, ରାତିଅଧରେ ହୋଟେଲ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା

ଗର୍ଲଫ୍ରେଣ୍ଡ ପାଇଁ ହାଇଡ୍ରାମା। ରାତିଅଧରେ ହୋଟେଲ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗତକାଲି ମଧ୍ୟରାତିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଯୁବତୀଙ୍କ ପାଇଁ ପ୍ରେମିକ ଓ ପୂର୍ବତନ ପ୍ରେମିକଙ୍କ ମଧ୍ୟରେ ଗଣ୍ଡଗୋଳ।

ଭୁବନେଶ୍ୱର (କେନ୍ୟୁଜ):  ଗର୍ଲଫ୍ରେଣ୍ଡ ପାଇଁ ହାଇଡ୍ରାମା। ରାତିଅଧରେ ହୋଟେଲ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗତକାଲି ମଧ୍ୟରାତିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଯୁବତୀଙ୍କ ପାଇଁ ପ୍ରେମିକ ଓ ପୂର୍ବତନ ପ୍ରେମିକଙ୍କ ମଧ୍ୟରେ ଗଣ୍ଡଗୋଳ।

ଯୁବତୀ ଓ ତାଙ୍କ ପ୍ରେମିକ ପବ୍‌ରେ ଥିବା ଖବର ପାଇ ୧୦ରୁ ଉର୍ଦ୍ଧ୍ୱ ଯୁବକଙ୍କୁ ଧରି ସେଠାରେ ପହଞ୍ଚିଥିଲେ ଟାଙ୍କର ପୂର୍ବତନ ପ୍ରେମିକ। ଯୁବତୀଙ୍କୁ ବାହାରକୁ ଡାକି ଟଣାଓଟରା କରିଥିଲେ। ହୋଟେଲ କର୍ତ୍ତୁପକ୍ଷ ଏହାକୁ ବିରୋଧ କରିବାକୁ ପାର୍କିଂରେ ଗାଡ଼ି ଭଙ୍ଗାରୁଜା କରିବା ସହ ହୋଟେଲ ଷ୍ଟାଫଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ସିସିଟିଭି ଆଧାରରେ ତଦନ୍ତ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.