Below header

ଆନନ୍ଦପୁର: ପିଣ୍ଡଦାନ କରି ଫେରୁଥିବାବେଳେ ଟ୍ରାଭେରାକୁ ଧକ୍କା ଦେଲା ଟ୍ରକ, ୨ ମୃତ ୭ ଗୁରୁତର

ଆନନ୍ଦପୁର(କେନ୍ୟୁଜ୍): ଦୁର୍ଘଟଣାରେ ୨ ମୃତ, ୭ ଗୁରୁତର। ଆନନ୍ଦପୁର NH-୨୦ ବୀରଗୋବିନ୍ଦପୁର ନିକଟରେ ଟ୍ରାଭେରାକୁ ଧକ୍କା ଦେଲା ଟ୍ରକ। ସମସ୍ତ ଗୁରୁତର ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମଧ୍ୟପ୍ରଦେଶ ଗୁନା ଅଞ୍ଚଳର ଗୋଟିଏ ପରିବାରର ୧୧ଜଣ ସଦସ୍ୟ ଗୟାରୁ ପିଣ୍ଡଦାନ କରି ଫେରୁଥିବାବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.