Below header

ସୁନ୍ଦରଗଡ଼, ମାଆକୁ ହତ୍ୟା କଲେ ଦୁଇ କୁଳାଙ୍ଗାର ପୁଅ

ସୁନ୍ଦରଗଡ଼ (କେନ୍ୟୁଜ୍) : ରକ୍ତକୁ ଚିହ୍ନି ପାରିଲାନି ରକ୍ତ । ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା । ସଦର ଥାନା ବାରଗାଡ଼ ଗାଁରେ ହତ୍ୟାକାଣ୍ଡ । ମାଆକୁ ହତ୍ୟା କଲେ ଦୁଇ ପୁଅ । ଘରୋଇ କଳହକୁ କେନ୍ଦ୍ର କରି ମାଆକୁ ଦୁଇ ପୁଅ ମିଶି ପିଟି ପିଟି ହତ୍ୟା କରିଛନ୍ତି । ପୋଲିସ ଦୁଇ ପୁଅଙ୍କୁ ଅଟକ ରଖି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.