Below header

ବିଧାୟକ ବ୍ରଜ ପ୍ରଧାନଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ: ୨ଟି କାର, ବାଇକ ସହ ସାଇକେଲ ପୋଡ଼ିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର(କେନ୍ୟୁଜ୍) : ବିଧାୟକଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ। ଗାଡ଼ି ପୋଡି ଦେଲେ ଦୁର୍ବୃତ୍ତ । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଥିବା ଗାଡି ପୋଡ଼ି ଦେଇଛନ୍ତି କିଛି ଦୁର୍ବୃତ୍ତ । ୨ଟି କାର, ଗୋଟିଏ ବାଇକ ସହ ସାଇକେଲ ପୋଡ଼ିଦେଇଥିବା ସୂଚନା ମିଳିଛି । କିଏ ଓ କାହିଁକି ଏପରି କରିଛି, ତାହା ଜଣାପଡ଼ିନାହିଁ । କ୍ୟାପିଟାଲ ଥାନା ପୋଲିସ ବିଧାୟକଙ୍କ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.