Below header

ଆସନ୍ତା କାଲି ୧୪ ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦର ବନ୍ଦ ଡାକରା

ଆସନ୍ତାକାଲି ୧୪ ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦର ବନ୍ଦ ଡାକରା ।ଅବିଭକ୍ତ କୋରାପୁଟ ଓ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ବନ୍ଦ ଡାକରା ଦେଇଛନ୍ତି । ଏହାକୁ ବିଜେପି ସମର୍ଥନ କରିବ ବୋଲି ଜଣାଯାଇଛି ।

କେନ୍ୟୁଜ(ବ୍ୟୁରୋ ) : ଆସନ୍ତାକାଲି ୧୪ ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦର ବନ୍ଦ ଡାକରା ।ଅବିଭକ୍ତ କୋରାପୁଟ ଓ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ବନ୍ଦ ଡାକରା ଦେଇଛନ୍ତି । ଏହାକୁ ବିଜେପି ସମର୍ଥନ କରିବ ବୋଲି କହିଛି । ଏହି ୧୨ ଘଣ୍ଟିଆ ବନ୍ଦ ସକାଳ ୬ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଯାଏ ଜାରି ରହିବ ବୋଲି ଜଣାଯାଇଛି ।

ବନ୍ଦ ହେବାକୁ ଥିବା ୧୪ ଟି ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ଦେଓଗଡ଼, ଝାରସୁଗୁଡା, ବରଗଡ଼, ସୋନପୁର,ବୌଦ୍ଧ,କଳାହାଣ୍ଡୀ,ନୂଆପଡା,କୋରାପୁଟ, ନବରଂଗପୁର,ମାଲକାନଗିରି ଓ ରାୟଗଡା । ବନ୍ଦକୁ ବଜେପି ସମର୍ଥନ କରୁଥିବା ବେଳେ ବିଜେଡି ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛି । ଆସନ୍ତାକାଲି ବିଜେଡି ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ପ୍ରୋସେସନ କରିବ ବୋଲି ବଜେଡି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.