ପଟ୍ଟାମୁଣ୍ଡାଇରୁ ଆଳି ଆସୁଥିବା ଏକ ସ୍କୁଟିରୁ ଜବତ ହେଲା ୨ଲକ୍ଷ ଟଙ୍କାର ବ୍ରାଉନସୁଗାର

ପଟ୍ଟାମୁଣ୍ଡାଇ: ସ୍କୁଟିରୁ ଧଳାଜହର ଜବତ। ପଟ୍ଟାମୁଣ୍ଡାଇରୁ ଆଳି ଆସୁଥିବା ବେଳେ କରାଗଲା ଜବତ। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ।
ସ୍କୁଟିରେ ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବା ଖବର ପାଇ ପତ୍ରପୁର ସେତୁ ନିକଟରେ ଚେକିଂ ବେଳେ ଧରିଥିଲା ଆଳି ପୋଲିସ । ସ୍କୁଟି ଜବତ କରିବା ସହ ବେପାରୀକୁ ଗିରଫ କରାଯାଇଛି।