Below header

ମଙ୍ଗୁଳି ଛକ ନକଟରେ କାର ଭିତରୁ ଜବତ ହେଲା ୫ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ, ୨ ଅଭିଯୁକ୍ତ ଅଟକ

କଟକ: ପୁଣି ଜବତ ହେଲା ଗଞ୍ଜେଇ । ଏକ କ୍ୟୁଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ। ଏକ କାର ଭିତରୁ ଜବତ ହୋଇଛି ଏତେ ପରିମାଣର ଗଞ୍ଜେଇ । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ୍।

ସୂଚନା ଥାଉକି, କଟକ ଅବକାରୀ ଫ୍ଲାୟିଙ୍ଗ ସ୍କ୍ବାର୍ଡ ପକ୍ଷରୁ ମଙ୍ଗୁଳି ଛକରୁ ଏହି ଗଞ୍ଜେଇ ଜବତ ହୋଇଛି।  ମିଳିଥିବା ସୂଚନା ମୁତାବକ, ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.