Below header

ବଡ଼ଭାଇକୁ ଛୁରୀ ମାରି ଲହୁଲୁହାଣ କଲା ସାନଭାଇ

ଭୁବନେଶ୍ୱର(କେ ନ୍ୟୁଜ): ବଡ଼ଭାଇକୁ ଛୁରୀ ମାଡ଼ ମାରିଲା ସାନ ଭାଇ । ପେଟରେ ଛୁରୀ ମାଡ଼ ଯୋଗୁଁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖଣ୍ଡଗିରୀ ଅଂଚଳର ବେଗୁନିଆ ପଡାରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା । ସାନ ଭାଇ ଏମଡି ତୌସିକ ବଡ଼ ଭାଇ ଏମଡ଼ି ଫୟାଜଙ୍କୁ ଆକ୍ରମଣ କରିଥିଲା । ଏହାପରେ ସାନ ଭାଇ ଛୁରୀ ମାଡ଼ କରି ଫେରାର ହୋଇଯାଇଥିଲା । ଏହାପରେ ଖଣ୍ଡଗିରି ପିସିଆର ଘଟଣା ସ୍ଥଳରେ ପହଞ୍ଚି ସାନଭାଇକୁ କାବୁ କରିଥିବା ଜଣାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.