ପରୀ ହତ୍ୟା ମାମଲାରେ ଦୋଷୀକୁ ୨୦ବର୍ଷ ଜେଲ
ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଦୋଷୀକୁ ୨୦ବର୍ଷ ଜେଲ। ଦୋଷୀ ସରୋଜକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ।

ନୟାଗଡ଼ : ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଦୋଷୀକୁ ୨୦ବର୍ଷ ଜେଲ। ଦୋଷୀ ସରୋଜକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ। ଦଣ୍ଡାଦେଶ କଲେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଦୌରାଜଜ୍। ୨୦୨୦ ଜୁଲାଇ୧୪ ତାରିଖରେ ପରୀକୁ ଯଦୁପୁର ଗାଁରେ ହତ୍ୟା ଏବଂ ପରେ ଦୁଷ୍କର୍ମ କରାଯାଇଥିବା କ୍ରାଇମବ୍ରାଞ୍ଚ ଖୁଲାସା କରିଥିଲା। ପରୀର ପଡ଼ୋଶୀ ସରୋଜକୁ କ୍ରାଇମବ୍ରାଞ୍ଚ ଏବଂ SIT ଗିରଫ କରିଥିଲା।