Below header
Browsing Tag

।ipl betting

ଆଇପିଏଲ୍‌ ବେଟିଂ ର‍୍ୟାକେଟ୍‌କୁ ଧରିଲା ଆସିକା ପୋଲିସ୍‌, ୭ ଲକ୍ଷରୁ ଅଧିକ ଟଙ୍କା ଜବତ

ଭଞ୍ଜନଗର (କେନ୍ୟୁଜ୍‌) : ଗତକାଲି ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଚଳିତ ସିଜିନ୍‌ର ଆଇପିଏଲ୍‌ ଫାଇନାଲ ମ୍ୟାଚ୍‌ ଖେଳ ଚାଲିଥିଲା । ଆଉ ଏପଟେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ ଚାଲିଥିଲା ଖେଳକୁ ନେଇ ଜୁଆ ଖେଳ । ଅର୍ଥାତ୍‌ ଖେଳକୁ ମ୍ୟାଚ୍‌ରେ କିଏ ଜିତିବ ତାକୁ ନେଇ ବାଜି ଲାଗୁଥିଲା…