Below header
Browsing Tag

after death

ଗରୁଡ଼ ପୁରାଣ: ପରିବାରରେ କାହାର ମୃତ୍ୟୁ ଘଟିଲେ ନିଶ୍ଚୟ ମାନନ୍ତୁ ଏସବୁ ନିୟମ, ନଚେତ୍‌ କଷ୍ଟ ପାଇବେ ଆତ୍ମା

ଯେତେବେଳେ ଘରେ କାହାର ମୃତ୍ୟୁ ଘଟେ, ସେତେବେଳେ ୧୩ ଦିନ ଯାଏଁ ଗରୁଡ଼ ପୁରାଣ ପାଠ ରଖାଯାଏ। ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଆତ୍ମା ତୁରନ୍ତ ପୁନର୍ଜନ୍ମ ନେଇଥାନ୍ତି। କାହାକୁ ୩ ଦିନ ଲାଗେ ତ ଆଉ କାହାକୁ ୧୦ରୁ ୧୩ ଦିନ ଲାଗିଥାଏ। ହିନ୍ଦୁ ଧର୍ମ ଅନୁସାରେ, ପରିବାରରେ କାହାର ମୃତ୍ୟୁ ହେବା ପରେ…

ମରିବା ପରେ ମୃତ ଶରୀରରେ ରକ୍ତ କାହିଁକି ନଥାଏ ଜାଣନ୍ତୁ

ବିଜ୍ଞାନ ଅନୁସାରେ ମୃତ୍ୟୁର ପରେ ମଧ୍ୟ ଶରୀରରେ ୭ଟି ପରିବର୍ତ୍ତନ ହେଉଥାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ହିଁ କିଛି ଅଜଣା କଥା କହିବୁ ଯେଉଁଥିରେ ଆପଣ ଜାଣିବେ ଯେ ମୃତ୍ୟୁ ପରେ ମୃତ ଶରୀରରେ କେଉଁ କେଉଁ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଏହାକୁ ଜାଣି ଆପଣ ବି ଆଶ୍ଚର୍ଯ୍ୟ…