Below header
Browsing Tag

Anu Garg

ଆଜିଠୁ ମୁଖ୍ୟ ସଚିବ ଭାବେ ପ୍ରଦୀପ ଜେନା ଓ ନୂଆ ଉନ୍ନୟନ କମିଶନରର ଦାୟିତ୍ୱ ନେବେ ଅନୁ ଗର୍ଗ

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା । ଏହାସହ ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେବେ ଅନୁ ଗର୍ଗ । ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ମହିଳା ଅଧିକାରୀ ଉନ୍ନୟନ କମିଶନର ହେବାକୁ ଯାଉଛନ୍ତି । ଗତକାଲି ଦୁଇ ଅଧିକାରୀଙ୍କୁ ସ୍ୱାଗତ କରିଛନ୍ତି…

ରାଜ୍ୟରେ ପ୍ରଥମ ମହିଳା ଅଧିକାରୀ ଭାବେ ଉନ୍ନୟନ କମିଶନର ହେବେ ଅନୁ ଗର୍ଗ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ମହିଳା ଅଧିକାରୀ ଉନ୍ନୟନ କମିଶନର ହେବାକୁ ଯାଉଛନ୍ତି। ବ୍ୟୁରୋକ୍ରାସୀର ନମ୍ବର ଦୁଇ ସ୍ଥାନରେ ଥିବା ଏହି ପଦବୀ ଦାୟିତ୍ୱରେ ରହିବେ ଅନୁ ଗର୍ଗ। ୧୯୯୧ ବ୍ୟାଚ୍‌ର ଆଇଏଏସ ଅଧିକାରୀ ଅନୁ ଗର୍ଗଙ୍କୁ ଉନ୍ନୟନ କମିସନର, ଯୋଜନା ଓ ସଂଯୋଜନା ସଚିବ…