Below header
Browsing Tag

Asian Champions Trophy Hockey:

ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଚମ୍ପିଆନ, ମାଲେସିଆକୁ ୪-୩ ଗୋଲରେ ହରାଇଲା

ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଚମ୍ପିଆନ । ମାଲେସିଆକୁ ୪-୩ ଗୋଲରେ ହରାଇଲା ଭାରତ । ଏଥିସହ ଚତୁର୍ଥ ଥର ପାଇଁ ଭାରତ ଏସିଆନ ଚାମ୍ପିଅନ୍ସ ଟ୍ରଫି ଜିତି ନେଇଛି। ଆରମ୍ଭରୁ ଉଭୟ ଟିମ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମେ ଭାରତ ଗୋଲ ଦେଇଥିଲା। ଭାରତ ପକ୍ଷରୁ ଯୁଗରାଜ ସିଂଙ୍କ…

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି : ପାକିସ୍ତାନକୁ ୪-୦ ଗୋଲ୍ ରେ ମାତ୍ ଦେଲା ଭାରତ

ପାକିସ୍ତାନକୁ ବିଦା କଲା ଭାରତ । ପାକିସ୍ତାନକୁ ୪-୦ ଗୋଲ୍ ରେ ମାତ୍ ଦେଲା ଭାରତ । ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଆରମ୍ଭରୁ ହିଁ ପ୍ରଭାବୀ ରହିଥିଲା । ପ୍ରଥମାର୍ଦ୍ଧରେ ଭାରତ ୨-୦ରେ ଆଗୁଆ ରହିଥିବା ବେଳେ ମ୍ୟାଚ୍ ଶେଷ…