Below header
Browsing Tag

aska police

ଓଡିଶା ପୋଲିସ ଇତିହାସରେ ପ୍ରଥମ: ଆସିକା ଥାନା ସର୍ବଭାରତୀୟ ସ୍ତରରେ ହାସଲ କଲା ପ୍ରଥମ ସ୍ଥାନ

ଭଞ୍ଜନଗର(କେନ୍ୟୁଜ୍):  ଓଡିଶା ପୋଲିସ ଇତିହାସରେ ପ୍ରଥମ । ଗଂଜାମ ଜିଲ୍ଲା ଆସିକା ଥାନାକୁ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନର ମାନ୍ୟତା । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଆଧାରରେ ଘୋଷଣା ହୋଇଛି । ବୃତ୍ତିଗତ ପାରଦର୍ଶିତା , ସ୍ବଚ୍ଛତା , ନିଷ୍ଠାପରତା , ତ୍ବରିତ…

ସୁନା ଦୋକାନରୁ ଲୁଟ ଘଟଣାର ପର୍ଦ୍ଦାଫାସ୍‌, ୭ ଡକାୟତଙ୍କୁ ଗିରଫ କଲା ଆସିକା ପୋଲିସ

ଭଞ୍ଜନଗର(କେନ୍ୟୁଜ୍):  ସୁନା ଦୋକାନରୁ ଲୁଟ ଘଟଣାରେ ଆସିକା ପୋଲିସକୁ ସଫଳତା। ୭ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ ଅଳଙ୍କାର ଜବତ ହୋଇଛି। ଏହା ସହ ଗୋଟିଏ ପିସ୍ତଲ, ୬ ରାଉଣ୍ଡ ଜୀବନ୍ତ ଗୁଳି, ୩ଟି ମାରଣାସ୍ତ୍ର, ୩ ଟି ବାଇକ, ୧୪ଟି ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।…