ଭାରତ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଅଷ୍ଟ୍ରେଲିଆ ଖେଳାଳିଙ୍କ ତାଲିକା ଘୋଷଣା, ଟିମରେ ସାମିଲ ଅଲରାଉଣ୍ଡର ଗ୍ଲେନ…
କେନ୍ୟୁଜ୍(ବ୍ୟୁରୋ): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଗାମୀ ମାସରେ ହେବାକୁ ଥିବା ଦିନିକିଆ ସିରିଜର ଅଷ୍ଟ୍ରେଲିଆ ଦଳ ଘୋଷଣା ହୋଇଛି । ୧୬ ସଦସ୍ୟ ବିଶିଷ୍ଟ ଟିମର କ୍ୟାପଟେନସିପ ଦାଇତ୍ୱ ପେଟ କ୍ୟୁମିଂସଙ୍କ ହାତରେ ରହିଛି । ଟିମ୍ରେ କିଛି ଷ୍ଟାର ଖେଳାଳିଙ୍କ ଲେଉଟାଣୀ ହୋଇଛି । ଯେଉଁଥିରେ ଅଲ…