Browsing Tag

auto detain

ରାଜଧାନୀରେ ଆଉ ଗଡ଼ିବନି କାଗଜ ପତ୍ର ନଥିବା ଅଟୋ, ଚେକିଂକୁ ଜୋରଦାର କରିଛି କମିଶନରେଟ ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଅଟୋ ଚାଳକ ସାବଧାନ । ବିନା କାଗଜ ପତ୍ରରେ ରାସ୍ତାରେ ଅଟୋ ଚଲାଇଲେ ଗାଡିକୁ ଅଟକ ରଖିବ ପୋଲିସ । ୨୮ ଟି ଅଟୋକୁ ଅଟକ ରଖିଲା ଟ୍ରାଫିକ ଥାନା ପୋଲିସ । ଦୁଇ ଦିନ ମଧ୍ୟରେ ଏହିସବୁ ଗାଡିକୁ ଜବତ କରିଛି ଟ୍ରାଫିକ ଥାନା ପୋଲିସ । ଅଟୋର ଫିଟନେସ ,ଇନ୍ସୁରାନ୍ସ,…