Below header
Browsing Tag

baranga

ବାରଙ୍ଗରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ସ୍ବାଗତ, ପ୍ରତି ଘରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ

ବାରଙ୍ଗ (କେନ୍ୟୁଜ୍‌): ବାରଙ୍ଗରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ସ୍ବାଗତ କରାଯାଇଛି । ଶ୍ରୀବନ୍ତପୁର ପଞ୍ଚାୟତ ପୁରୁଣା ବାରଙ୍ଗ ଅନ୍ତର୍ଗତ କଣ୍ଟାପାଟଣା ଗ୍ରାମରେ ଜୟ ଜଗନ୍ନାଥ ରଥକୁ ଉତ୍ସାହର ସହ ସ୍ବାଗତ କରିଛନ୍ତି ଅଞ୍ଚଳବାସୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉଦ୍ଦେଶ୍ୟରେ…