ବାରଙ୍ଗରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ସ୍ବାଗତ, ପ୍ରତି ଘରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ

ବାରଙ୍ଗରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ସ୍ବାଗତ କରାଯାଇଛି । ଶ୍ରୀବନ୍ତପୁର ପଞ୍ଚାୟତ ପୁରୁଣା ବାରଙ୍ଗ ଅନ୍ତର୍ଗତ କଣ୍ଟାପାଟଣା ଗ୍ରାମରେ ଜୟ ଜଗନ୍ନାଥ ରଥକୁ ଉତ୍ସାହର ସହ ସ୍ବାଗତ କରିଛନ୍ତି ଅଞ୍ଚଳବାସୀ ।

ବାରଙ୍ଗ (କେନ୍ୟୁଜ୍‌): ବାରଙ୍ଗରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ସ୍ବାଗତ କରାଯାଇଛି । ଶ୍ରୀବନ୍ତପୁର ପଞ୍ଚାୟତ ପୁରୁଣା ବାରଙ୍ଗ ଅନ୍ତର୍ଗତ କଣ୍ଟାପାଟଣା ଗ୍ରାମରେ ଜୟ ଜଗନ୍ନାଥ ରଥକୁ ଉତ୍ସାହର ସହ ସ୍ବାଗତ କରିଛନ୍ତି ଅଞ୍ଚଳବାସୀ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉଦ୍ଦେଶ୍ୟରେ ବୁଲୁଥିବା ଜୟ ଜଗନ୍ନାଥ ଅର୍ପଣ ରଥକୁ ସ୍ବାଗତ କରିବା ପରେ ଅରୁଆ ଚାଉଳ ଓ ଗୁଆ ପ୍ରଦାନ କରିଥିଲେ ଗ୍ରାମବାସୀ । ପ୍ରତି ଘରୁ ଚାଉଳ ଓ ଗୁଆ ସଂଗ୍ରହ କରୁଛି ଜୟ ଜଗନ୍ନାଥ ଅର୍ପଣ ରଥ । ଏହି ଅବସରରେ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.