Below header
Browsing Tag

bhitarakanika open

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, ୯ ଦିନ ଧରି ବନ୍ଦ ରହିଥିଲା

ରାଜନଗର (କେନ୍ୟୁଜ): ଆଜିଠାରୁ ପୁଣି ଖୋଲିଲା ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ପର୍ଯ୍ୟଟକମାନେ ଭିତରକନିକାର ପ୍ରାକୃତିକ ଶୋଭାରାଜିକୁ ବୁଲି ଦେଖିପାରିବେ। କୁମ୍ଭୀର ଗଣନା ପାଇଁ ଗତ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିଲା…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ୩ ମାସ ପରେ ଆଜିଠୁ ଖୋଲିବ ଭିତରକନିକା

ରାଜନଗର (କେନ୍ୟୁଜ): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିବ ଭିତରକନିକା । ୩ମାସ ଧରି ବନ୍ଦ ରହିବା ପରେ ଅଗଷ୍ଟ ୧ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ । ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ଭିତରକନିକା ବନ୍ଦ କରାଯାଇଥିଲା। ଅଗଷ୍ଟ ୧ ତାରିଖରୁ ଭିତରକନିକା ଯାଇପାରିବେ…

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, ଚଳିତ ବର୍ଷ ଅଧିକ ସଂଖ୍ୟକ କୁମ୍ଭୀର ଦେଖିବେ ପର୍ଯ୍ୟଟକ

ରାଜନଗର (କେନ୍ୟୁଜ): ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା । କୁମ୍ଭୀର ଗଣନା ପାଇଁ ଗତ ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିଲା । ଆଜି ସକାଳ ୭ଟା ବେଳେ ଭିତରକନିକା ଜାତୀୟ ଉଦ୍ୟାନ…