Browsing Tag

bhojpuri film

ଭୋଜପୁରୀ-ହିନ୍ଦୀ ଅଭିନେତା ରାକେଶ ପାଣ୍ଡେଙ୍କ ପରଲୋକ, ଶୋକ ପ୍ରକାଶ କଲେ ଫ୍ୟାନ୍ସ

ଭୋଜପୁରୀ ଏବଂ ହିନ୍ଦୀ ଫିଲ୍ମର ନାମିଦାମୀ ଅଭିନେତା  ରାକେଶ ପାଣ୍ଡେଙ୍କ ପରଲୋକ ଘଟିଛି । ଆଜି ସକାଳେ ରାକେଶ ପାଣ୍ଡେଙ୍କ ଦେହାନ୍ତ ପୁରା କଳାଜଗତକୁ ଦୋହଲାଇ ଦେଇଛି । ମୁମ୍ବାଇର ଜୁହୁ ସ୍ଥିତ ଆରୋଗ୍ୟ ନିଧି ହସ୍ପିଟାଲରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ରାକେଶ ପାଣ୍ଡେ ୭୭ ବର୍ଷ ବୟସରେ…

ଲୋକପ୍ରିୟ ଅଭିନେତା ବ୍ରିଜେଶ ତ୍ରିପାଠୀଙ୍କ ପରଲୋକ, ହାର୍ଟଆଟାକ ଆସିବାରୁ ମୃତ୍ୟୁ

ଭୋଜପୁରୀ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ବ୍ରିଜେଶ ତ୍ରିପାଠୀଙ୍କ ପରଲୋକ । ହୃଦଘାତ ଯୋଗୁଁ ୭୨ ବର୍ଷୀୟ ଅଭିନେତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ବ୍ରିଜେଶଙ୍କ ମୃତ୍ୟୁରେ ଭୋଜପୁରୀ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ଅଭିନେତା ରବି କିଶନଙ୍କ ସହିତ ଅନେକ ସେଲିବ୍ରିଟି ଏବଂ…

ପଓ୍ଵନ ସିଂଙ୍କ ପତ୍ନୀଙ୍କ ଅଭିଯୋଗକୁ ମୁହଁ ଖୋଲିଲେ ଅଭିନେତ୍ରୀ ଅକ୍ଷରା ସିଂ

ଭୋଜପୁରୀ ଷ୍ଟାର ପୱନ ସିଂଙ୍କ ଦ୍ୱିତୀୟ ପତ୍ନୀ ଜ୍ୟୋତି ସିଂ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କ ବିରୋଧରେ ଏକ ଅଭିଯୋଗ କରିଛନ୍ତି । ଜ୍ୟୋତି କହିଥିଲେ ଯେ ଅକ୍ଷରାଙ୍କ କାରଣରୁ ତାଙ୍କ ବିବାହିତ ଜୀବନ ଖରାପ ହୋଇଯାଇଛି ।  କେବଳ ଏତିକି ନୁହେଁ ଜ୍ୟୋତି ଅଭିଯୋଗ କରିଛନ୍ତି ଯେ ଅକ୍ଷରା ୩ ମାସର…

ଅଭିନେତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା, ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଥିବା ଏହି ଅଭିନେତ୍ରୀ କେତେ ପଢ଼ିଛନ୍ତି…

ବଲିଉଡ ଭଳି ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯିଏ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରନ୍ତି । ଏହି ଅଭିନେତ୍ରୀମାନେ ନିଜର ଟାଲେଣ୍ଟ ବଳରେ ଏତେ ଉଚ୍ଚ ସ୍ଥାନରେ ପହଞ୍ଚି ପାରିଛନ୍ତି । ଛୋଟ ସହରରୁ ଆସି ଇଣ୍ଡଷ୍ଟ୍ରିଜରେ ନିଜର ଅଲଗା ପରିଚୟ ବନାଇ ପାରିଛନ୍ତି ।…