Browsing Tag

Bijapur

ବିଜାପୁରରେ ବଡ଼ ଧରଣର ଏନ୍ କାଉଣ୍ଟର, ୧୪  ମାଓବାଦୀ ନିପାତ

ଭୁଷୁଡ଼ୁଛି ଲାଲଗଡ଼। ୧୪  ମାଓବାଦୀ ନିପାତ । ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍ କାଉଣ୍ଟର ହୋଇଛି । କୋଣ୍ଟା କିସ୍ତରାମ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୧୨ ମାଓବାଦୀ । ଘଟଣାସ୍ଥଳରୁ ଏକେ ୪୭ ଓ ଇନସାସ୍ ବନ୍ଧୁକ ଜବତ…

ବିଜାପୁରରେ IED ବିସ୍ଫୋରଣ : ଜଣେ ଯବାନ ସହିଦ, ୩ ସୈନିକ ଆହତ

ଛତିଶଗଡ଼ : ଛତିଶଗଡ଼ ବିଜାପୁର ଜିଲ୍ଲାରେ ଘଟିଛି ଆଇଇଡି ବିସ୍ଫୋରଣ । ଯେଉଁଥିରେ ଜଣେ ଯବାନ ସହିଦ ହୋଇଥିବାବେଳେ ୩ଜଣ ଆହତ ହୋଇଛନ୍ତି । ସର୍ଚ୍ଚ ଅପରେସନ୍ ସମୟରେ ବିସ୍ଫୋରଣ ଘଟିଥିଲା । ଡିଆରଜିର ସହିଦ ଯବାନ ହେଲେ ଦୀନେଶ ନାଗ । ସୂଚନାନୁଯାୟୀ, ମାଓବାଦୀଙ୍କ ବିରୋଧରେ ଡିଆରଜି ଟିମ୍ ଗତକାଲି…

ବିଜାପୁରରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଜାରି, ଜବତ ହେଲା ୭ ମାଓବାଦୀଙ୍କ ମୃତଦେହ ଏବଂ ଅସ୍ତ୍ରଶସ୍ତ୍ର

ବିଜାପୁର : ଛତିଶଗଡ଼ର ବିଜାପୁରରେ ନକ୍ସଲବାଦୀଙ୍କ ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ଏଠାରେ ଜାତୀୟ ଉଦ୍ୟାନ ଅଞ୍ଚଳରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନ ସମୟରେ ଏପର୍ଯ୍ୟନ୍ତ ୭ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରୁ ୨ ଜଣ ମାଓବାଦୀଙ୍କୁ…

ମାଓବାଦୀଙ୍କୁ ମୂଳପୋଛ କରିବାକୁ ଚାଲିଛି ବଡ଼ ଅପରେସନ, ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି

ମାଲକାନଗିରି : ଧ୍ବଂସ ହେଉଛି ଲାଲ ଗଡ଼ ।  ଗତକାଲି ୩୧ ମାଓବାଦୀଙ୍କ ନିପାତ ପରେ ଆହୁରି ଜୋରଦାର କରାଯାଇଛି ଅପରେସନ ।  ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ।  ମୁତୟନ ହୋଇଛନ୍ତି ଅଧିକ ଫୋର୍ସ। ସୀମାନ୍ତ ଅଞ୍ଚଳକୁ ସିଲ୍ କରି ଅପରେସନ୍ ଚଳାଇଛି ସୁରକ୍ଷା ବାହିନୀ । …

ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ, ସାମ୍ବାଦିକଙ୍କ କଲିଜା ହୋଇଥିଲା ୪ ଖଣ୍ଡ,…

ଛତିଶଗଡ ବିଜାପୁରରେ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ବୀଭତ୍ସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ ଏସଆଇଟି ହାଇଦ୍ରାବାଦରେ ଗିରଫ କରିଛି । ମୁକେଶ ଚନ୍ଦ୍ରାକରଙ୍କୁ ହତ୍ୟା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଗିରଫ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ନେଇ…

ବିଜାପୁର ଏନକାଉଣ୍ଟରରେ ମୃତ ୧୩ ନକ୍ସଲଙ୍କ ମୃତଦେହ ଉଦ୍ଧାର

ବିଜାପୁର (କେନ୍ୟୁଜ୍‌) : ନିର୍ବାଚନ ପୂର୍ବରୁ ଛତିଶଗଡ଼ ବିଜାପୁରରେ ଗତକାଲି ସୁରକ୍ଷାବାହିନୀର ବଡ଼ ଅପରେସନରେ ମୃତ ୧୩ ନକ୍ସଲଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ମୃତଦେହକୁ ଚିହ୍ନଟ କରାଯାଉଛି । ଏହା କହିଛନ୍ତି ବସ୍ତର ରେଞ୍ଜ ଆଇଜି ପି. ସୁନ୍ଦରାଜ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ…

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ସୁରକ୍ଷାବାହିନୀର ବଡ଼ ଅପରେସନ, ୧୩ ନକ୍ସଲ ନିପାତ

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ଗତକାଲି ସୁରକ୍ଷାବାହିନୀର ବଡ଼ ଅପରେସନରେ ମୃତ ୧୩ ନକ୍ସଲଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ମୃତଦେହକୁ ଚିହ୍ନଟ କରାଯାଉଛି । ଏହା କହିଛନ୍ତି ବସ୍ତର ରେଞ୍ଜ ଆଇଜି ପି. ସୁନ୍ଦରାଜ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପାଇଁ ସୁରକ୍ଷା…