କାର୍ତ୍ତିକ ପାଣ୍ଡିଆନଙ୍କ ଦୃଢ଼ୋକ୍ତି, ୮୦%ରୁ ୮୫ ପ୍ରତିଶତରେ ବିଜେଡି ବଡ଼ ବିଜୟ ହାସଲ କରିବ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନଙ୍କ ଦୃଢ଼ୋକ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ବିଜେଡି ସ୍ବିପ୍ କରୁଛି । ବିଜେଡି ବଡ଼ ବିଜୟ ହାସଲ କରିବା ସହ ସରକାର ଗଠନ କରିବ ବୋଲି ପାଣ୍ଡିଆନ କହିଛନ୍ତି । ମହାପ୍ରଭୁ ଜଗନ୍ନାଥ ଓ ଲୋକଙ୍କ ଆଶୀର୍ବାଦରେ ସରକାର ଗଢ଼ିବ ବିଜେଡି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନଙ୍କ ଦୃଢ଼ୋକ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ବିଜେଡି ସ୍ବିପ୍ କରୁଛି । ବିଜେଡି ବଡ଼ ବିଜୟ ହାସଲ କରିବା ସହ ସରକାର ଗଠନ କରିବ ବୋଲି ପାଣ୍ଡିଆନ କହିଛନ୍ତି । ମହାପ୍ରଭୁ ଜଗନ୍ନାଥ ଓ ଲୋକଙ୍କ ଆଶୀର୍ବାଦରେ ସରକାର ଗଢ଼ିବ ବିଜେଡି । ଉଭୟ ଲୋକସଭା ଓ ବିଧାନସଭାରେ ୮୦%ରୁ ୮୫ ପ୍ରତିଶତ ବିଜୟ ହେବ । ତୃତୀୟ ପର୍ଯ୍ୟାୟ ମତଦାନ ପରେ ବିଜେଡି ସରକାର ଗଠନ କରି ସାରିଛି ବୋଲି ପାଣ୍ଡିଆନ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମଧ୍ୟବିତ୍ତ ପ୍ଲାନ ଯୋଗୁଁ ଭୁବନେଶ୍ବରରେ ଭୋଟ ହାର ବଢ଼ିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.