ବିକ୍ରମଦେବ ବିଶ୍ୱ ବିଦ୍ୟାଳୟରେ ଅତିଥି ଅଧ୍ୟାପକଙ୍କ ଅସନ୍ତୋଷ, ୭ ମାସ ହେଲା ଦରମା ପାଇ ନାହାନ୍ତି ୮୦ରୁ ଅଧିକ ଅଧ୍ୟାପକ
ଜୟପୁର : ବିକ୍ରମଦେବ ବିଶ୍ୱ ବିଦ୍ୟାଳୟରେ ଅତିଥି ଅଧ୍ୟାପକଙ୍କ ଆନ୍ଦୋଳନ। ପ୍ରାୟ ୮୦ରୁ ଅଧିକ ଅତିଥି ଅଧ୍ୟାପକ ୭ମାସ ଧରି ଦରମା ପାଇନଥିବା ଅଭିଯୋଗ କରିଛନ୍ତି । ଅତିଥି ଅଧ୍ୟାପକ ମାନଙ୍କ ପାଇଁ ନୂତନ ଗାଇଡ଼ ଲାଇନ ଲାଗୁ ହୋଇସାରିଥିବା ବେଳେ ସେମାନେ ଆଜି ବି ପୁରୁଣା ଗାଇଡଲାଇନରେ ଦରମା…