Browsing Tag

bipariguda

ବିଦା ହେଲେ ବୈପାରୀଗୁଡ଼ା IIC, ଚାକିରିରୁ ବହିଷ୍କାର କଲେ ଡିଜିପି

କଟକ (କେନ୍ୟୁଜ): ବୈପାରୀଗୁଡ଼ା ଥାନା IIC ହେଲେ ଚାକିରିରୁ ବହିଷ୍କୃତ। ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବହିଷ୍କାର କଲେ ଡିଜିପି। ଗତ ୨୮ ତାରିଖରେ ଭିଜିଲାନ୍ସ ଦ୍ୱାରା ବନ୍ଧା ହୋଇଥିଲେ ଆଇଆଇସି। ସୁଶାନ୍ତଙ୍କ ଘରୁ ଭିଜିଲାନ୍ସ ଜବତ କରିଥିଲା ୩୭ ଲକ୍ଷରୁ ଊର୍ଦ୍ଧ୍ବ ନଗଦ କ୍ୟାସ। ସୂଚନା…