Below header
Browsing Tag

black glass inspection

ଏଣିକି ଦଣ୍ଡିତ ହେବେ, ଆଉ ଚଳିବନି ମନମାନି: ପ୍ରତି ଛକରେ ହେବ କଡା ଚେକିଂ

ଭୁବନେଶ୍ୱର(କେନ୍ୟୁଜ): ଏବେ ସାବଧାନ୍ ! ଆଉ ଚଳିବନି ମନମାନି । ମନ ଇଚ୍ଛା ନିଜ ମନମୁତାବକ ସରକାରୀ ନିୟମକୁ କରିପାରିବେନ ଫୁ । ଏବେ ନିୟମ କଡାକଡି, ଭୋଗିବାକୁ ପଡିବ ଦଣ୍ଡ । ଯାହାର ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ । ଗାଡ଼ି ଅଟକାଇ କଳା ଜରି ବାହାର କଲେ ପୋଲିସ ବାବୁ । ହଁ ଆଜ୍ଞା,…

ନିର୍ବାଚନ ପାଇଁ ଟଙ୍କା ଚାଲାଣ ସନ୍ଦେହ: ପୁଣି ଫେରିଲା କଳା କାଚ ଯାଞ୍ଚ, ନିୟମ ନମାନିଲେ ୫,୦୦୦ ଜରିମାନା

ଭୁବନେଶ୍ୱର (କେନ୍ୟୁଜ): ପୁଣି ଫେରିଲା କଳା କାଚ ଯାଞ୍ଚ । ଆଜିଠାରୁ ହେବ କଡ଼ାକଡ଼ି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ କମିସନରେଟ୍‌ ପୋଲିସ ନିଷ୍ପତ୍ତି ନେଇଛି । ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କଟକ ଓ ଭୁବନେଶ୍ବର DCPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାଫିକ…