ରୋଗୀଙ୍କ ସଂପର୍କୀୟଙ୍କୁ ଭୁଲ ପ୍ଲେଟଲେଟ ଦେଇ ଦଲାଲ ଗିରଫ, ୫ ହଜାର ଟଙ୍କାରେ କରିଥିଲା ବିକ୍ରି
କଟକ : ଦଲାଲଙ୍କ ଜରିଆରେ ରକ୍ତ ଯୋଗାଡ଼ କରୁଥିଲେ ସାବଧାନ । ଅଧିକ ଅର୍ଥ ଦେବେ, କିନ୍ତୁ ଠିକ୍ ଗ୍ରୁପର ରକ୍ତ ମିଳିବ ନାହିଁ । ଟିକେ ଅସାବଧାନ ହେଲେ ଯାଇପାରେ ରୋଗୀଙ୍କ ଜୀବନ । ଟଙ୍କା ନେଇ ଭୁଲ୍ ଗ୍ରୁପର ପ୍ଲେଟଲେଟ୍ ଯୋଗାଇ ଥିବା ଜଣେ ରକ୍ତ ଦଲାଲକୁ ଗିରଫ କରିଛି କଟକ ସଦର ଥାନା ପୋଲିସ ।…