Browsing Tag

boat driver missing

ଅନ୍ତିମ ସଂସ୍କାରକୁ ଯାଉଥିବା ସମୟରେ ବୁଡିଲା ଡଙ୍ଗା, ୪ ମୃତ ୧୨ ନିଖୋଜ

ଉତ୍ତର ପ୍ରଦେଶର ସୀତାପୁରରେ ଏକ ଦୁଃଖଦ ଘଟଣା ଘଟିଛି ।  ଡଙ୍ଗା ବୁଡ଼ିଯିବାରୁ ନଦୀରେ ୧୫ ଜଣ ବୁଡ଼ି ଯାଇଛନ୍ତି ।  ଯାହା ଫଳରେ ୪ ଜଣ ମୃତ୍ୟୁବରଣ କରିଛନ୍ତି । ଏହାପରେ ନଦୀରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ୧୨ ଜଣ ସେମାନଙ୍କ ଭିତରେ ନିଖୋଜ ଅଛନ୍ତି । ଦୁର୍ଘଟଣାଟି ଶାରଦା କେନାଲରେ…

ପର୍ଯ୍ୟଟକଙ୍କୁ ଡଲଫିନ୍ ଦେଖାଉଥିବା ବେଳେ ଡଙ୍ଗାରୁ ଖସି ପଡି ଚାଳକ ନିଖୋଜ

କେନ୍ୟୁଜ୍(ବ୍ୟୁରୋ): ଚିଲିକାରେ ଡଙ୍ଗାରୁ ଖସି ପଡି ଚାଳକ ନିଖୋଜ । ପର୍ଯ୍ୟଟକଙ୍କୁ ଡଲଫିନ୍ ଦେଖାଉଥିବାବେଳେ ଡଙ୍ଗାରୁ ପଡି ଚାଳକ ନିଖୋଜ ଅଛନ୍ତି । ଆଜି ସାତପଡା ମୋଟର ବୋଟ ଆସୋସିଏସନରୁ ଏକ ଡଙ୍ଗା ୫ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଚିଲିକାରେ ଡଲଫିନ ଦେଖାଇବାକୁ ନେଇଥିଲା । ଡଲଫିନ ଦେଖାଇ…