Browsing Tag

boyfriend eloped girl

ଫେରାର ମଙ୍ଗୁଳା କନ୍ୟା ଥାନାରେ ହାଜର ହେଲେ, ବାହା ହେବାକୁ ଚାହୁଁଛନ୍ତି ବୋଲି ଲିଖିତ ଜଣାଇଲେ

ବଲାଙ୍ଗିର(କେନ୍ୟୁଜ୍):  ଥାନାରେ ହାଜର ହେଲେ ଫେରାର କନ୍ୟା । ବଲାଙ୍ଗିର ଜିଲ୍ଲା ବୁଢିସିଣ୍ଡୋଲ ଗାଁର ମାଧବି ଗାଇଗରିଆ ଓ ପଟୁଆ ପାଲି ଗାଁର ଧିରୋଜଙ୍କ ବିବାହ ଥିଲା । ଏନେଇ ସବୁ ପ୍ରସ୍ତୁତି ସରିଥିଲା । ତେବେ ଏହାର କିଛି ସମୟ ପୂର୍ବରୁ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିଲେ ପ୍ରେମିକା ।…