Browsing Tag

Bridge work

ଛୋଟ ନୁହେଁ ବଡ଼ ଗଳିପୋଲ ଦରକାର, ଦାବିରେ ୫୩ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

ଉଚ୍ଚା ତଥା ପ୍ରଶସ୍ତ ଗଳି ପୋଲ ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ପାରାଦ୍ବୀପ ୫୩ନଂ ଜାତୀୟ ରାଜପଥ ଗାନ୍ଧୀ ଛକ ନିକଟରେ ଅଞ୍ଚଳବାସୀଙ୍କ ଧାରଣା । ଚଣ୍ଡିଖୋଲ ଠାରୁ ପାରାଦ୍ବୀପ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଗାନ୍ଧୀ ଛକ ନିକଟରେ ଏକ…

ଦୟନୀୟ ଅବସ୍ଥାରେ ଅସ୍ଥାୟୀ ପୋଲ, ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି ଲୋକେ

ଉଦଳା: ଦର୍ଶକବନ୍ଧୁ ଟିକେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ । କିଭଳି ଭାବରେ ନିଜ ଜୀବନକୁ ବାଜି ଲଗାଇ ଅସ୍ଥାୟୀ ପୋଲ ଉପରେ ଯାତାୟାତ କରୁଛନ୍ତି ଲୋକେ । ଏ ପୋଲର ଅବସ୍ଥା ଦେଖିଲେ ଭୟ ଲାଗୁଛି । କୌଣସି ବି ମୁହୂର୍ତ୍ତରେ ଏହା ଭାଙ୍ଗିଯାଇପାରେ । ଆଉ ଏହି ପୋଲ ଉପରେ ୫ଟି ପଞ୍ଚାୟତର ଲୋକେ ନିର୍ଭର…

ଅଶୁର୍ଲା ଗାଁ ନଦୀରେ ସେତୁ ନିର୍ମାଣ କେବେ ? ସମସ୍ୟା ଭୋଗୁଛନ୍ତି ୩୦ ଖଣ୍ଡ ଗାଁ ଲୋକେ

ଦୁଇ ଜିଲ୍ଳାର ମଝିରେ ଅଛି ଅର୍ଜୁନି ନଦୀ । ଏହି ନଦୀ ଉପରେ ବ୍ରିଜ ନିର୍ମାଣ କରିବା ପାଇଁ ଦୀର୍ଘ ୧୦ ବର୍ଷ ହେବ ଲୋକେ ଅଭିଯୋଗ କରୁଛନ୍ତି ହେଲେ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ସେତୁ ନିର୍ମାଣ ହୋଇପାରି ନାହିଁ । ଏନେଇ ସମସ୍ୟା ଭୋଗୁଛନ୍ତି ୩୦ ଖଣ୍ଡ ଗାଁ ଲୋକେ । ବଲାଙ୍ଗୀର ଜିଲ୍ଲା…

୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀଙ୍କ ଦୁଃଖର କାରଣ ପାଲଟିଛି ଡୁବୁଡୁବି ନଦୀ, ସରୁନି ବ୍ରିଜ ନିର୍ମାଣ କାର୍ଯ୍ୟ

ସବୁ ସ୍ଥାନକୁ ଯୋଗାଯୋଗ ସୁଗମ ଏବଂ ଜନସାଧାରଣ ଙ୍କ ସୁରୁଖୁର ରେ ଯାତାୟତ ପାଂଇ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ମାଧ୍ଯମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ଅନେକ କ୍ଷେତ୍ରରେ ଏହି ଜନକଲ୍ଯାଣକାରୀ ଯୋଜନା ର ସଫଳ ରୂପାୟନ ହୋଇ ପାରୁନି । ପ୍ରଶାସନିକ ଅବହେଳା ଏବଂ ଠିକାଦାରଙ୍କ…

ବିପଦରେ ଭାର୍ଗବୀ ନଦୀ ବନ୍ଧ, ଆତଙ୍କିତ ନଦୀ କୁଳିଆ ବାସୀ

ଚାଲିଛି ବର୍ଷା ଦିନ । ରାଜ୍ୟରେ ଦେଖା ଦେଇପାରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି । ବନ୍ୟାକୁ ନିୟନ୍ତ୍ରଣ କରିବା ସହିତ ଲୋକମାନଙ୍କ ଧନ ଜୀବନକୁ ରକ୍ଷା କରିବା ଜଳସମ୍ପଦ ବିଭାଗର ଗୁରୁ ଦାୟିତ୍ୱ । ତେବେ ଡ଼େଲାଙ୍ଗ ବ୍ଳକର ନୁଆହାଟ ଠାରେ ଦୟାନଦୀ ବନ୍ଧ ଦବିଯିବା ଫଳରେ ଲୋକମାନଙ୍କ ମନରେ ଏବେ ଭୟର…

ଅଧାରୁ କାମ ଛାଡ଼ି ଚମ୍ପଟ ମାରିଲା ଠିକାଦାର, ରାସ୍ତା ପାଲଟିଛି ପୋଖରୀ

ଗାଁରୁ ସହରକୁ ଯିବା ପାଇଁ ରାସ୍ତା ନାହିଁ । ବ୍ରିଜ କରିବା ପାଇଁ ରାସ୍ତା ଖୋଳି ଦେଲେ କିନ୍ତୁ ବ୍ରିଜ କାମ ଅଧା ପଡ଼ିଛି । ଲୋକମାନେ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଖୋଳିଦେବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଅଧା କାମ କରି ଠିକାଦାର ମାରିଛି ଚମ୍ପଟ…

ଗର୍ଡର ଲଞ୍ଚିଂ ମେସିନ ପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ : ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ : ମହାରାଷ୍ଟ୍ର ଥାନେରେ ବଡ଼ ଦୁର୍ଘଟଣା। ଗର୍ଡର ଲଞ୍ଚିଂ ମେସିନ ଭାଙ୍ଗି ୧୫ ଜଣଙ୍କ ମୃତ୍ୟୁ। ଥାନେର ଖୁଟଡି ସର୍ଲାମ୍ବେ ଗାଁର ଏହି ଅଘଟଣ ଘଟିଛି। ବ୍ରିଜ ନିର୍ମାଣ ସମୟରେ ଗର୍ଡର ମେସିନ୍‌ ଖସିଯିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ…