Browsing Tag

bsf jawans

BSF ଚାକିରି : ୨୭୫ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ, ତୁରନ୍ତ କରନ୍ତୁ ଆବେଦନ

BSF ରେ ଖାଲିପଡିଥିବା ଅନେକ ପଦବୀ ପୂରଣ ପାଇଁ ନୋଟିଫିକେସନ ଜାରି ହୋଇଛି । ସ୍ପୋଟର୍ସ କୋଟା ଅଧିନରେ ଗ୍ରୁପ ସି ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯିବାକୁ ହେବ  । ପଦବୀ ବିବରଣୀ : ୨୭୫ (କନଷ୍ଟେବଳ) ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୯…

ଭାରତ-ବାଂଲାଦେଶ ସୀମାରୁ ୧୩୦୦ କୋଟି ଟଙ୍କାର ସୁନା ଓ ରୁପା ଜବତ, ୧୦ ମାସରେ BSFର କାର୍ଯ୍ୟାନୁଷ୍ଠାନ

ବାଂଲାଦେଶରେ ବର୍ତ୍ତମାନର ସ୍ଥିତି ଯେଉଁଭଳି ରହିଛି, ଏହା ଫାଇଦା ଉଠାଉଛନ୍ତି ଚୋରା ଚାଲାଣକାରୀ । ଗତ କିଛି ମାସ ମଧ୍ୟରେ ଭାରତ-ବାଂଲାଦେଶ ସୀମାରେ ସୁନା ଓ ରୁପା ଚୋରା ଚାଲାଣ ବହୁ ମାତ୍ରାରେ ବୃଦ୍ଧି ପାଇଛି । ବିଏସ୍ଏଫ୍ (BSF) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବର ୩୧…

BSF ରେ ଭର୍ତ୍ତି ପାଇଁ ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ଯଦି ଆପଣ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ବର୍ଡର ସିକ୍ୟୁରିଟି ଫୋର୍ସ(BSF) ରେ କନଷ୍ଟେବଳ ଚାକିରି କରିବାର ସୁଯୋଗ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଫିସିଆଲ୍ ୱେବସାଇଟରେ ଆରମ୍ଭ ହୋଇଛି । ଆପଣ ଏହି ନିଯୁକ୍ତି ପାଇଁ ଆବେଦନ ୩୦…

ବସ ଦୁର୍ଘଟଣାରେ ୩ ବିଏସଏଫ ଯବାନ ମୃତ, ୩୨ ଆହତ

ବସ ଦୁର୍ଘଟଣାରେ ୩ ବିଏସଏଫ ଯବାନଙ୍କ ମୃତ୍ୟୁ । ଜମ୍ମୁକଶ୍ମୀରର ବଡଗାମ ଜିଲ୍ଲାରେ ଏକ ବସ୍ ଖାଲରେ ଖସି ପଡିବା ଯୋଗୁଁ ୩ ବିଏସଏଫ ଯବାନଙ୍କ ମୃତ୍ୟୁ ହେବା ସହ ୩୨ ଜଣ ଆହତ ହୋଇଛନ୍ତି । ୬ ବିଏସଏଫ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ…

ଦୀପ ନିଆଁ ଜାଳି ଦେଲା ବିଏସଏଫ୍‌ ଯବାନଙ୍କୁ, ବଞ୍ଚିଗଲା ୪ ବର୍ଷର ପୁଅ

ସୁନ୍ଦରଗଡ : ପୁରା ଗାଁ ରେ ଖେଳିଯାଇଛି ଶୋକର ଛାୟା । କାହାରି ଆଖିରୁ ଶୁଖୁନି ଲୁହ । କାରଣ ଗାଁ କୁ ଫେରୁଛି ବୀର ପୁଅ । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ କେନାଭେଟା ଗ୍ରାମର ବିଏସଏଫ ଯବାନ ଗୁଜୁରାଟରେ କାର୍ଯ୍ୟରତ ଥିବା ଟିଟୁନ କୁମାର ବେହେରାଙ୍କ ମୃତ୍ୟୁ ଖବର ଜାଣିବା ପରେ ଗାଁ ରେ…

ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ବାଂଲାଦେଶୀ, ବିଏସଏଫ ନେଲା ଏଭଳି କାର୍ଯ୍ୟାନୁଷ୍ଠାନ

ବାଂଲାଦେଶରେ ହିଂସା ଏବଂ ଅଶାନ୍ତି ଯୋଗୁଁ ଭାରତ ସୀମାରେ ବିଏସଏଫ ହାଇଆଲର୍ଟ ଜାରି କରିଛି । ପଶ୍ଚିମବଙ୍ଗ ସୀମାରେ ବାଂଲାଦେଶୀଙ୍କ ଏକ ବଡ ସମୂହ ପ୍ରବେଶ କରିବାକୁ ଉଦ୍ୟମ କରି ବିଫଳ ହୋଇଛି । ବିଏସଏଫ ଅଧିକାରୀ କହିଛନ୍ତି କି, ବିଏସଏଫ ପାଖାପାଖି ୧୨୦-୧୪୦ ବାଂଲାଦେଶୀ ନାଗରିକଙ୍କୁ ରୋକିଛି ।…

BSF ରେ ଭର୍ତ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ବର୍ଡର ସିକ୍ୟୁରିଟି ଫୋର୍ସ(BSF) ରେ ଚାକିରି କରିବାର ସୁଯୋଗ । ଏଠାରେ ୧୪୧ କନଷ୍ଟେବଳ ପଦବୀ ଖାଲିପଡିଛି । ପାରାମେଡିକାଲ ଷ୍ଟାଫ, ଭେଟେନାରୀ ଷ୍ଟାଫ ଲାଇବ୍ରେରିଆନ, ଏସଆଇ, ଏଏସଆଇ ପଦବୀରେ ହେବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ rectt.bsf.gov.in କୁ ଯାଇ ଆବେଦନ…

BSF ରେ କନଷ୍ଟେବଳ ପଦବୀ ସହିତ ଅନ୍ୟ ପବଦୀ ଖାଲି, ୧୦ମ ପାସ୍‌ ପ୍ରାର୍ଥୀଙ୍କୁ ମିଳିବ ୮୦ ହଜାର ଟଙ୍କା

ସୀମା ସୁରକ୍ଷା ବଳ (BSF)ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଖାଲିପଡିଥିବା ପଦବୀରେ ଗ୍ରୁପ ବି ଏବଂ ଗ୍ରୁପ ସି ପଦବୀରେ ଭର୍ତ୍ତି ହେବ । ଯୋଗ୍ୟ ମହିଳା ଓ ପୁରୁଷ ପ୍ରାର୍ଥୀ ୧୫ ଏପ୍ରିଲ ପର୍ଯ୍ୟନ୍ତ ଅଫିସିଆଲ ୱେବସାଇଟ bsf.gov.in କୁ ଯାଇ ଆବେଦନ କରିପାରିବେ । ପଦବୀ ବିବରଣୀ :…

ଦୁଇ ବର୍ଷରେ ମାଓ ମୁକ୍ତ ହେବ ଓଡିଶା : ବିଏସଏଫ ଡିଆଇଜି ଧୀରେନ୍ଦ୍ର କୁମାର

ଭୁବନେଶ୍ୱର(କେନ୍ୟୁଜ୍‌): ନିପାତ ହେବେ ନକ୍ସଲ । ଦୁଇ ବର୍ଷରେ ମାଓ ମୁକ୍ତ ହେବ ଓଡିଶା। ଏବେ ଶେଷ ନିଶ୍ବାସ ନେଉଛି ନକ୍ସଲଙ୍କ ଗତଗିଧି । ଏଥିପାଇଁ ବଡ଼ ଯୋଜନା ଚାଲିଛି । ବିଏସଏଫ୍ ଓ ରାଜ୍ୟ ସରକାର ମିଳିତ ଭାବରେ ନକ୍ସଲ ବିରୋଧୀ ଅପରେସନକୁ ଜୋରଦାର କରୁଛନ୍ତି । ମାଲକାନଗିରି, କୋରାପୁଟକୁ ମାଓ…

ଛତିଶଗଡ଼: ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି, ୧୫ ବିଏସ୍‌ଏଫ୍‌ ଯବାନ ଆହତ; ୪ ସଙ୍କଟାପନ୍ନ

ଛତିଶଗଡ଼ର ନାରାୟଣପୁରରେ ବିଏସ୍‌ଏଫ୍‌ ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ, ବିଏସ୍‌ଏଫ୍‌ ଯବାନମାନେ ୪୦୭ ମାଟାଡୋରରେ ଯାଉଥିଲେ। ଏହି ସମୟରେ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ୧୫ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା…