Browsing Tag

burned

ବିଲରେ ଜଳିଗଲେ ଚାଷୀ, କୁଟାକୁ ନିଆଁ ଲଗାଇବା ବେଳେ ତଳେ ପଡ଼ିଗଲେ

ପିପିଲି : ବିଲରେ ଜଳିଗଲେ ଚାଷୀ  l  ପିପିଲି ଥାନା ଆରିସଲ ପଞ୍ଚାୟତ ସୁନା ମୁହିଁ ଗାଁରେ ବିଲରେ ନିଆଁ ଲାଗି ପୋଡ଼ି ହୋଇଗଲେ ଜଣେ ଚାଷୀ ।  ମୃତକ ହେଲେ ଗଜେନ୍ଦ୍ର ସ୍ବାଇଁ ।  ନିଜ ବିଲରେ ଅମଳ ପରେ ଥିବା କୁଟାକୁ ନିଆଁ ଲଗାଇବା ପାଇଁ ଯାଇଥିଲେ  l ସେଠାରେ କୁଟାକୁ ଏକାଠି କରି ନିଆଁ ଲଗାଇଥିଲେ ।…

ବଢ଼ିଚାଲିଛି ବସ୍ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା, ଚାରିଆଡ଼େ ଶୋକର ଛାୟା

ସାରା ଦେଶକୁ ସ୍ତବ୍ଧ କରିଛି ଜୈସଲମେରର ବସ୍ ଦୁର୍ଘଟଣା । ୨୧ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହେବା ପରେ ଚାରିଆଡ଼େ ଶୋକର ଛାୟା । ଏ ବସକୁ ଦେଖିଲେ ଆପଣ ନିଜେ ଅନୁମାନ କରି ପାରୁଥିବେ କେମିତି ଭୟାବହ ଦୁର୍ଘଟଣା ହୋଇଛି । ରାଜସ୍ଥାନର ଜୈସଲମେରରେ ଘଟିଥିବା ବସ୍ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୨୧ ଜଣଙ୍କ…

ଗଞ୍ଜେଇ ଭର୍ତ୍ତି କାରରେ ଲାଗିଲା ନିଆଁ, କରାଣ ଅସ୍ପଷ୍ଟ

ବିନିକା: ଗଞ୍ଜେଇ ଭର୍ତ୍ତି କାରରେ ଲାଗିଲା ନିଆଁ । ନିଆଁ ଲାଗିବାର କରାଣ ଅସ୍ପଷ୍ଟ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୂଆବଜାର ଠାରେ ଗଞ୍ଜେଇ ଭର୍ତ୍ତି କାରରେ ଲାଗିଛି ନିଆଁ ।  ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଘଟଣାର ତଦନ୍ତ…

ପୋଡି ହୋଇ ମହିଳା ଗୁରୁତର ଘଟଣା , ରୁଣ ଭାର ସହିନପାରି ଆତ୍ମହତ୍ୟା ଉଦ୍ୟମ : ଅତିରିକ୍ତ ଏସପି

ପୁରୀ : ରୁଣ ଭାର ସହିନପାରି ଆତ୍ମହତ୍ୟା ଉଦ୍ୟମ ।  ପିପିଲିରେ ନିଆଁରେ ପୋଡି ହୋଇ ମହିଳା ଗୁରୁତର ଘଟଣାରେ ଏହା କହିଛନ୍ତି ପୁରୀର ଅତିରିକ୍ତ ଏସପି ସଚିନ୍ ପଟେଲ ।  ଆତ୍ମହତ୍ୟା ଘଟଣାସ୍ଥଳରୁ ଏକ କିରୋସିନି ବୋତଲ ପୋଲିସ ଜବତ କରିଛି ।  ଏହା ସହ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି ପୋଲିସ ।…

ନାବାଳିକାଙ୍କୁ ଜାଳିଦେବା ଘଟଣା, ଶରୀର ପ୍ରାୟ ୭୦ ପ୍ରତିଶତ ଜଳିଯାଇଥିବା ଏମସ ପକ୍ଷରୁ ସୂଚନା

ପିପିଲି : ବଳଙ୍ଗା ବାୟାବର ଅଞ୍ଚଳରେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ଗୁରୁତର ଛାତ୍ରୀଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି। ନାବାଳିକାଙ୍କ ଶରୀର ପ୍ରାୟ ୭୦ ପ୍ରତିଶତ ଜଳିଯାଇଥିବା ଏମସ ପକ୍ଷରୁ ସୂଚନା । ଏମସ ବର୍ଣ୍ଣ ୟୁନିଟରେ ନାବାଳିକାଙ୍କ ଚିକିତ୍ସା ଜାରି ରହିଛି ।…

ସୁଦଶାରେ ଦୁର୍ଦ୍ଦଶା : ଲକ୍ଷ୍ମୀବରାହ ମନ୍ଦିରରେ ଅଘଟଣ, ଦୀପ ଜାଳୁଥିବା ବେଳେ ପୋଡିଗଲେ ମହିଳା

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲକ୍ଷ୍ମୀବରାହ ମନ୍ଦିରରେ ଅଘଟଣ । ଦୀପ ଜାଳୁଥିବା ବେଳେ ଜଣେ ମହିଳା ଭକ୍ତଙ୍କ ଶାଢୀରେ ନିଆଁ ଲାଗିଯିବାରୁ ସେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା…

ରାତ୍ର ଜଗୁଆଳୀଙ୍କ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ

କନ୍ଧମାଳ :  ରାତ୍ର ଜଗୁଆଳୀଙ୍କ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜିଲ୍ଲା ଶିକ୍ଷାଧିକାରୀଙ୍କ କ୍ୱାର୍ଟରରେ କାର୍ଯ୍ୟରତ ଥିବା ନାଇଟ ୱାଚରଙ୍କ ବାଇକ ପୋଡ଼ିଲେ। ବିଭିନ୍ନ ସମୟରେ କିଛି ଦୁର୍ବୃତ୍ତ ରାତିରେ ବାଉଣ୍ଡ୍ରି ଭିତରେ ପଶି ମଦ ପିଉଥିବାରୁ ବାରଣ କରିଥିଲେ…

ଦିଗପହଣ୍ଡିରେ ଡବଲ ମର୍ଡର, ୨ଜଣଙ୍କୁ ହତ୍ୟା କରି ଜାଳିଦେଲେ ଦୁବୃର୍ତ୍ତ

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁରେ ଡବଲ ମର୍ଡର। ୨ଜଣ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଜାଳି ଦେଇଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ଶିବ ଗୌଡ଼ା ଓ ଲିଟୁ ଗୌଡ଼। ହତ୍ୟା ପରେ ଉଭୟଙ୍କୁ ଗାଡି ସହ ପୋଡି ଦେଇଛନ୍ତି ଦୁବୃର୍ତ୍ତ । ସୂଚନା…