ଗୁମ୍ଫାରେ ଲୁଚିଥିଲେ ରୁଷୀୟ ସୁନ୍ଦରୀ, କଣ ଥିଲା ରହସ୍ୟ ? ଆସିଲା ତାଙ୍କ ପ୍ରତିକ୍ରିୟା
ଗୁମ୍ଫାରେ ଲୁଚିଥିଲେ ରୁଷୀୟ ସୁନ୍ଦରୀ । ଝୁଲୁଥିଲା ଓଦା ପୋଷାକ । ପାହାଡ଼ ଉପରୁ ଦେଖିଲେ ଲାଗୁଥିଲା ଡ଼ର । କଳସରେ ଅସ୍ଥି ପାଉଁଶ ରଖି ସେ କାହିଁକି କରୁଥିଲେ ପୂଜାର୍ଚ୍ଚନା ? କିଏ ଏହି ଧଳା ଫର ଫର ହୋଇଥିବା ମହିଳା ? ପାହାଡ଼ ଉପରେ କଣ କରୁଛନ୍ତି ? ଏପରି କିଛି ଭାବିଥିଲେ ପାହାଡ଼ ତଳୁ ଏହି…