Below header
Browsing Tag

centre itroduce electricity tariff

ବିଜୁଳି ଉପଭୋକ୍ତା ପାଇଁ ବଡ଼ ଖବର, ଦିନର ସମୟ ଅନୁସାରେ ଲାଗୁ ହେବ ବିଦ୍ୟୁତ ଶୁଳ୍କ

ବିଜୁଳି ଉପଭୋକ୍ତା ପାଇଁ ବଡ଼ ଖବର। ବିଦ୍ୟୁତ ନିୟମ ୨୦୨୦ରେ ସଂଶୋଧନ କଲେ କେନ୍ଦ୍ର ସରକାର। ନୂଆ ନିୟମ ଅନୁସାରେ ଦିନର ସମୟ ଅନୁସାରେ ଲାଗୁ ହେବ ବିଦ୍ୟୁତ ଶୁଳ୍କ। ୨୦୨୫ ଏପ୍ରିଲ ୧ ତାରଖରୁ ଲାଗୁ ହେବ ନୂତନ ବିଦ୍ୟୁତ ଶୁଳ୍କ। ଦିନରେ ୮ଘଣ୍ଟା ଦେବେ ଧାର୍ଯ୍ୟ ଦର ଠାରୁ କମ୍‌ ଶୁଳ୍କ। ପିକ୍‌…