Browsing Tag

charity

ବୃଦ୍ଧାଙ୍କ ଅଜବ ନିଶା ଆଗରେ ହାର ମାନିଛି ବୟସ, ଅଣ୍ଟାରେ ଟ୍ରଲି ବାନ୍ଧି ପାର କରିସାରିଲେଣି ୧୨ଟି ଦେଶ

୭୩ ବର୍ଷରେ ସାହାଯ୍ୟ କରିବା ନିଶା। ବ୍ରିଟେନର ଜଣେ ୭୩ ବର୍ଷିୟା ମହିଳା ରୋଜି ସ୍ୱେଲ ପୋପ୍‌ ଇଂଲଣ୍ଡରୁ ନେପାଳ ଦୌଡି ଦୌଡି ଯାଉଛନ୍ତି। ଏମିତି କରିବା ପଛର ତାଙ୍କ ଉଦ୍ଦେଶ୍ୟ ହେଉଛି ଚାରିଟୀ ଜରିଆରେ ସେ ଭୂମିକମ୍ପ ପୀଡିତ ପରିବାରଙ୍କୁ ସାହାଯ୍ୟ କରିପାରିବେ। ସେ କହିଛନ୍ତି ଯେ ସେ ୨୦୧୮ରେ ‘ରନ…