Vivo ଲଞ୍ଚ କରିଛି ଦୁଇଟି ଶସ୍ତା ସ୍ମାର୍ଟଫୋନ୍, ପ୍ରାଇସ୍ ବହୁତ କମ୍ କିନ୍ତୁ ଫିଚର୍ସ ରହିଛି ଜବରଦସ୍ତ
ସ୍ମାର୍ଟଫୋନ୍ ଲଭର୍ସଙ୍କ ପାଇଁ ଖୁସି ଖବର । ଲଞ୍ଚ ହୋଇଛି ଏକ ଜବରଦସ୍ତ ସ୍ମାର୍ଟଫୋନ୍ । ଯାହାର ପ୍ରାଇସ୍ ବହୁତ୍ କମ୍ କିନ୍ତୁ ଫିଚର୍ସ ରହିଛି ଜବରଦସ୍ତ । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ଡିଟେଲ୍ସ ।
Vivo Y ସିରିଜରେ ଆଉ ଦୁଇଟି ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଚୀନ୍…