Browsing Tag

chemical mix firecracker

ଦୀପାବଳିରେ ବାଣ ଫୁଟାଇବାବେଳେ ରୁହନ୍ତୁ ସାବଧାନ, ନଚେତ୍‌ ଦେଖାଦେଇପାରେ ଏହି ୫ଟି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

ଆଜିି ହେଉଛି ଆଲୋକର ପର୍ବ ଦୀପାବଳି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ବ୍ୟକ୍ତିବିଶେଷ ଏହି ପର୍ବକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ଦୀପାବଳିରେ ଦୀପ ଜାଳିବା ବିଧି ରହିଥିଲେ ମଧ୍ୟ ଅଧିକାଂଶ ଲୋକ ଏ ଅବସରରେ ବାଣ ଫୁଟାଇଥାନ୍ତି। କିଛି ସମୟର ମନୋରଞ୍ଜନ ପାଇଁ ଆମେ ଫୁଟାଉଥିବା…