Below header
Browsing Tag

Chena-cheese prices

ବଢ଼ିବ ଛେନା-ପନୀର ଦର! କିଲୋ ପିଛା ୩୦ ଟଙ୍କା ବଢ଼ାଇବାକୁ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ନିଷ୍ପତ୍ତି

କଟକ (କେନ୍ୟୁଜ): ଶାକାହାରୀଙ୍କୁ ଏକ ବଡ ଝଟକା ଲାଗିବାକୁ ଯାଉଛି। ହୋଟେଲ, ରେସ୍ତୋରାଁରେ ଖାଇବା ପୂର୍ବରୁ ଚାରିଥର ଭାବିବେ। କାରଣ ଛେନା ଓ ପନୀର ମହଙ୍ଗା ହେବ। କଟକରେ ଏହି ଦୁଗ୍ଧ ଜାତୀୟ ଦ୍ରବ୍ୟର ଦର ବୃଦ୍ଧି ପାଇବ। ଏନେଇ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ…