Browsing Tag

chennai flight

ଜୟପୁରରୁ ଚେନ୍ନାଇ ଆସୁଥିବାବେଳେ ବିମାନର ଟାୟାର ଫାଟିଲା, ଅଳ୍ପକେ ବଞ୍ଚିଲେ ଯାତ୍ରୀ

ଜୟପୁରରୁ ଚେନ୍ନାଇ ଆସୁଥିବାବେଳେ ବିମାନର ଟାୟାର ଫାଟିଥିଲା । ଫଳରେ ବିମାନଟି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ରବିବାର ସକାଳୁ ଚେନ୍ନାଇ ଏୟାରପୋର୍ଟ ଲ୍ୟାଣ୍ଡିଂ ସମୟରେ ଟାୟାର ଫାଟିଯାଇଥିଲା । ଯାହାଫଳରେ ପ୍ଲେନରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ଯାନ୍ତ୍ରିକ ତ୍ରୁଟି…

ଚେନ୍ନାଇ ଏୟାରପୋର୍ଟରେ ଟଳିଲା ବିମାନ ଦୁର୍ଘଟଣା, ଉଡାଣ ଭରିବା ଆଗରୁ ବିମାନରୁ ବାହାରିଲା ଧୂଆଁ

ଚେନ୍ନାଇ ଏୟାରପୋର୍ଟରେ ଟଳିଲା ବଡ ବିମାନ ଦୁର୍ଘଟଣା । ଦୁବାଇ ଯାଉଥିବା ବିମାନ ଉଡାଣ ଭରିବା ପୂର୍ବରୁ ଇଂଜିନରୁ ଧୂଆଁ ବାହାରିଥିଲା । ଧୂଆଁରେ ପୁରା ଏୟାରପୋର୍ଟ ଧୂଆଁମୟ ହୋଇଯାଇଥିବା ଦେଖାଯାଇଛି । ତେବେ ଚେନ୍ନାଇ-ଦୁବାଇ ଏମିରେଟ୍ସ ବିମାନ ଉଡାଣ ଭରିବା ପୂର୍ବରୁ ପଛ ଇଂଜିନରୁ ଧୂଆଁ…

ଏୟାରପୋର୍ଟରେ ମହିଳା ଖୋଳିଦେଲେ ବ୍ୟାଗ୍‌, ଚଟାଣରେ ସଲସଲ୍‌ ହେଲେ ୨୨ଟି ସାପ: ଭିଡିଓ ଭାଇରଲ

ଏୟାରପୋର୍ଟରେ ବ୍ୟାଗ୍‌ ଖୋଲିଦେଲେ ମହିଳା । ଆଉ ତା’ ପରେ ଯାହା ଘଟିଲା ଆପଣ ଦେଖିଲେ ନିଶ୍ଚିତ ଭୟ କରିବେ । ଚେନ୍ନାଇ ଏୟାରପୋର୍ଟରେ ମହିଳା ଜଣକ ଚେକିଂ ପାଇଁ ବ୍ୟାଗ୍‌ ଖୋଲିଦେଲା ବେଳକୁ ସେଥିରୁ ୨୨ଟି ସାପ ବାହାରିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି । ଆଉ ସେହି ମହିଳାଙ୍କୁ ପୋଲିସ ଗିରଫ…

ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଖୁସି ଖବର! ମାର୍ଚ୍ଚ ୨୮ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଚେନ୍ନାଇକୁ ବିମାନ ସେବା

ଝାରସୁଗୁଡ଼ା: ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଚେନ୍ନାଇକୁ ବିମାନ ସେବା । ଗତ ଜାନୁଆରୀ ୧୨ ତାରିଖରୁ ଝାରସୁଗୁଡ଼ା ଭି.ଏସ.ଏସ. ବିମାନ ବନ୍ଦରରୁ ବେଙ୍ଗାଲୁରୁ ଓ ମୁମ୍ବାଇକୁ ଉଡିଥିଲା ବିମାନ । ଦୁଇ ମାସ…