Below header
Browsing Tag

chhattisgarh mao

ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ: ଜାଳିଦେଲେ ବ୍ରିଜ୍ ନିର୍ମାଣରେ ନିୟୋଜିତ ୭ଟି ଗାଡି, ନେଇଗଲେ ୩ ଟ୍ରାକ୍ଟର

ମାଲକାନଗିରି(କେନ୍ଯୁଜ୍): ଛତିଶଗଡ-ତେଲେଙ୍ଗାନା ସୀମାରେ ପୁଣି ମାଓବାଦୀଙ୍କ ହିଂସାକାଣ୍ଡ। ତେଲେଙ୍ଗାନାର ଡୁମାଗୁଡାମ ଅଞ୍ଚଳରେ ଚିଣ୍ଟାଗୁଫା ବ୍ରିଜ ନିର୍ମାଣରେ ନିୟୋଜିତ ସାତୋଟି ଗାଡିରେ ନିଆଁ ଲଗାଇଦେଲେ ମାଓବାଦୀ। ଏହା ସହ ୩ଟି ଟ୍ରାକ୍ଟର ସେମାନଙ୍କ ସହିତ ଜଙ୍ଗଲକୁ ନେଇ ଯାଇଛନ୍ତି।…

ବିଜାପୁର ଓ ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ସଫଳତା: ଧ୍ୱଂସ କଲେ ଦୁଇ ଦୁଇଟି ମାଓ କ୍ୟାମ୍ପ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ସଫଳତା। ଦୁଇ ଦୁଇଟି ମାଓ କ୍ୟାମ୍ପ ଧ୍ୱଂସ। ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଓ ସୁକମା ଜିଲ୍ଲାରେ ୨ଟି ମାଓ କ୍ୟାମ୍ପକୁ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ। ସୁକମା ଜିଲ୍ଲା ବସାଗୁଡ଼ା ଓ କୋରଲୀରେ ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ସୁରକ୍ଷାକର୍ମୀ…