Below header
Browsing Tag

child covid

କୋଭିଡ ପାଇଁ ଗର୍ଭସ୍ଥ ଶିଶୁଙ୍କ ବ୍ରେନ ଡ୍ୟାମେଜ, ପେଡିଆଟ୍ରିକ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶିତ

ନୂଆଦିଲ୍ଲୀ : କୋଭିଡ ପାଇଁ ଗର୍ଭସ୍ଥ ଶିଶୁଙ୍କ ହେଉଛି ବ୍ରେନ ଡ୍ୟାମେଜ। ଆମେରିକାର ମିଆମୀ ବିଶ୍ୱବିଦ୍ୟାଳୟର ପେଡିଆଟ୍ରିକ ଜର୍ଣ୍ଣାଲରେ ପ୍ରକାଶିତ ଏହି ରିପୋର୍ଟରୁ ଆସିିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ଦୁଇ ମହିଳାଙ୍କ ଠାରୁ ଜନ୍ମ ନେଇଥିବା ଶିଶୁଙ୍କୁ ପ୍ରଥମେ ହୃଦଘାତ ଏବଂ ପରେ ଶାରୀରିକ…

ଶିଶୁଙ୍କୁ କୋଭିଡ୍‌ ହେଲେ ହସ୍ପିଟାଲରେ ତା ସହ ପରିବାରର ଜଣେ ସଦସ୍ୟ ରହି ପାରିବେ: କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ

କେନ୍ୟୁଜ୍(ବ୍ୟୁରୋ):  ଶିଶୁଙ୍କୁ କୋଭିଡ୍‌ ହେଲେ, ହସ୍ପିଟାଲରେ ତା ସହ ପରିବାରର ଜଣେ ସଦସ୍ୟ ରହି ପାରିବେ। କିମ୍ବା ଶିଶୁର ଅନୁମତିରେ ଯତ୍ନ ନେବା ପାଇଁ ଆଉ ଜଣେ କେହି ରହି ପାରିବେ। ଯଦି ପରିବାରର କେହି ବୟସ୍କ ଲକ୍ଷଣ ନଥାଇ ସଂକ୍ରମିତ ହୋଇଥିବେ କିମ୍ବା ଜଣେ କେହି ସଂକ୍ରମିତ ହୋଇ ସୁସ୍ଥ…