Below header
Browsing Tag

childrens

ଆପଣଙ୍କ ପିଲା ଅତ୍ୟଧିକ ମିଠା ଜାତୀୟ ଖାଦ୍ୟ ଖାଉଛି କି ,ଏହି ଅଭ୍ୟାସରୁ ପିଲାଙ୍କୁ କିପରି ଦୂରେଇ ରଖବେ ଜାଣନ୍ତୁ ଉପାୟ

ଆପଣଙ୍କ ପିଲା ଅଧିକ ମିଠା ଖାଉଛି ଓ ଆପଣ ଏହା ଭାବୁଥିବେ, ହଁ ଏବେ ପିଲା ଛୋଟ ଅଛି ଖାଉ। ଛୋଟ ପିଲା ଅଧିକ ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ଅଧିକ ମିଠା ଖାଇବା ଦ୍ୱାରା ଶରୀରର ଓଜନ ବୃଦ୍ଧି ହୁଏ । କରୋନା ଲକଡାଉନ ସମୟରେ ପିଲାଙ୍କର ଖାଦ୍ୟ ଅଭ୍ୟାସ…

ଟିଭି ଦେଖି ଖାଇବା ଦ୍ୱାରା ଅନହେଲଦି ନୁହେଁ ବରଂ ହେଲଦି ହେବେ ପିଲା, ଗବେଷଣାରୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ

ଘରେ ସାଧାରଣତଃ ଛୋଟପିଲାମାନେ ହେଲଦି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ ସେଥିପାଇଁ ସେମାନଙ୍କୁ ବହୁତ ବାଧ୍ୟ କରି ମା ମାନେ ପଛରେ ଗୋଡେଇ ଗୋଡେଇ ଖୁଆଇଥାନ୍ତି । ତେବେ ଆପଣଙ୍କର ଏହି ସମସ୍ୟାର ସମାଧାନ ଆଣିଦେଇଛୁ ଆମେ । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଯଦି ୧୦ ରୁ ୧୨ ବର୍ଷର ପିଲା ଖାଇବା…