Below header
Browsing Tag

chilika bird counting

ଆସିଲା ପକ୍ଷୀଗଣନା ରିପୋର୍ଟ, ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି ୫୮୩୦ ଅଧିକ ପକ୍ଷୀ

ଚିଲିକା (କେନ୍ୟୁଜ): ଆସିଲା ଚିଲିକା ପକ୍ଷୀ ଗଣନା ରିପୋର୍ଟ । ଚଳିତ ବର୍ଷ ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ବଢ଼ିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା । ଚିଲିକାକୁ ଏବର୍ଷ ଆସିଛନ୍ତି ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ। ମୋଟ ୧୮୭ ପ୍ରଜାତିର ପକ୍ଷୀ ଆସିଛନ୍ତି। ଏଥିରେ ୧୦ ଲକ୍ଷ ୯୮ ହଜାର ୮୧୩ଟି…

ସକାଳ ୬ରୁ ଆରମ୍ଭ ହୋଇଛି ଚିଲିକାରେ ପକ୍ଷୀ ଗଣନା, ମୋଟ ୨୧ଟି ଟିମ ନିୟୋଜିତ

ଚିଲିକା (କେନ୍ୟୁଜ): ଚିଲିକାରେ ଚାଲିଛି ପକ୍ଷୀ ଗଣନା । ଏବର୍ଷ ଚିଲିକା ହ୍ରଦରେ କେତେ ପକ୍ଷୀ ଅଛନ୍ତି ତାର ଗଣନା ହେଉଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଗଣନା ମଧ୍ୟାହ୍ନରେ ୧୨ଟାରେ ସରିବ । ଏହି କାର୍ଯ୍ୟରେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ପକ୍ଷୀ ବିଶାରଦ, ତାଲିମ ପ୍ରାପ୍ତ…

ଆସନ୍ତା ୫ ତାରିଖରେ ଚିଲିକାରେ ହେବ ପକ୍ଷୀ ଗଣନା

ଟାଙ୍ଗୀ (କେନ୍ୟୁଜ୍) : ପ୍ରତିବର୍ଷ ଜାନୁଆରୀର ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା ହୁଏ । ଏହି ଆଧାରରେ ଆସନ୍ତା ୫ ତାରିଖରେ ପକ୍ଷୀ ଗଣନା ହେବ । ଏଥିପାଇଁ ୪ ତାରିଖରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ  କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ବିଭାଗ ତରଫରୁ ପକ୍ଷୀ ଗଣନା…