Below header
Browsing Tag

chinese bhel

ମିନିଟରେ ପ୍ରସ୍ତୁତ କରନ୍ତୁ ଚଟପଟା ଚାଇନିଜ୍‌ ଭେଲ୍‌, ପିଲାଠାରୁ ବଡ ସମସ୍ତଙ୍କୁ ଆସିବ ପସନ୍ଦ

ଥଣ୍ଡାରେ ଏବେ ପିଲାଠୁ ବଡ ସମସ୍ତେ ଚଟପଟା ଖାଦ୍ୟର ଆନନ୍ଦ ନେବାକୁ ଚାହାଁନ୍ତି। ପିଲାମାନଙ୍କୁ ଚଟପଟା ସ୍ୱାଦ ବହୁତ ପସନ୍ଦ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ବଢ଼ିଆ ଚଟପଟା ରେସିପି ନେଇ ଆସିଛୁ। ଯାହାର ସ୍ୱାଦ ଚାଖିବା ପରେ ଆପଣ ଏକଦମ୍‌ ଏହାର ଦିଓ୍ଵାନା ହୋଇଯିବେ। ତାହେଲେ…

ସନ୍ଧ୍ୟାରେ ପ୍ରସ୍ତୁତ କରନ୍ତୁ ଚାଇନିଜ୍‌ ଭେଲ, ସ୍ୱାଦରେ ଏକଦମ୍‌ ଜବରଦସ୍ତ

ଆବଶ୍ୟକ ସାମଗ୍ରୀ ୨୦୦ ଗ୍ରାମ ନୁଡଲ୍ସ, ୧/୪ କପ୍‌ ଭଜା ବାଦାମ, ୧ ଟେବୁଲ ଚାମଚ ଟମାଟୋ ସସ୍‌, ୧ ଟେବୁଲ ଚାମଚ ସେଜଓ୍ଵାନ ସସ୍‌, ୧/୪ କପ୍‌ କଟା ପିଆଜ, ୧/୪ ବନ୍ଧାକୋବି, ୧ ଚାମଚ କଞ୍ଚା ଲଙ୍କା, ତେଲ ଆବଶ୍ୟକ ଅନୁଯାୟୀ ଏବଂ ଲୁଣ ସ୍ୱାଦାନୁସାରେ। ପ୍ରସ୍ତୁତି ପ୍ରଣାଳୀ ଚାଇନିଜ୍‌ ଭେଲ…