କ୍ରିସ୍ମାସ ଲଞ୍ଚରେ ଏକାଠି ନଜର ଆସିଲେ କପୁର ପରିବାରର ତିନି ପିଢ଼ି, ଭାଇରାଲ ହେଉଛି ଫଟୋ
ଆପଣମାନେ ତା ଜାଣିଥିବେ ଗତକାଲି କ୍ରିସ୍ମାସକୁ ନେଇ ସାରା ଦେଶରେ ଖୁସିର ମାହୋଲ ରହିଥିଲା । ତେବେ ବଲିଉଡ ସେଲିବ୍ରେଟିମାନେ ମଧ୍ୟ ବହୁତ ଧୁମ ଧାମରେ କ୍ରିସ୍ମାସ ସେଲିବ୍ରେସନ କରିଛନ୍ତି, ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । କପୁର ଫ୍ୟାମିଲି ମଧ୍ୟ…