Below header
Browsing Tag

cloath swing

ଲୁଗା ଦୋଳି ସାଜିଲା କାଳ, ବେକରେ ଗୁଡେଇ ହୋଇ ଯିବାରୁ ଚାଲିଗଲା ୬ ବର୍ଷ ଶିଶୁ କନ୍ୟାର ଜୀବନ

ଉଦଳା(କେନ୍ୟୁଜ୍): ଅତ୍ଯନ୍ତ ହୃଦୟବିଦାରକ ଏବଂ ଦୁଃଖଦ ଘଟଣା । ହସଖୁସିରେ ବସି ଝୁଲୁଥିବା ଦୋଳି ସାଜିଲା କାଳ । ଶାଢୀରେ ତିଆରି ହୋଇଥିବା ଦୋଳି ନେଇଗଲା ୬ ବର୍ଷ ଶିଶୁକନ୍ଯାର ଜୀବନ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ପେଡାଗଡି ଗ୍ରାମରେ । ପେଡାଗଡି ଗ୍ରାମର ଧୀରେନ୍ଦ୍ର ନାଏକଙ୍କ ୬ ବର୍ଷର…