Below header
Browsing Tag

cmc positive

କଟକ ସହରରୁ ଆଜି ୧୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକାଲ କଣ୍ଟାକ୍ଟ  ୧୦୩

କେନ୍ୟୁଜ୍(ବ୍ୟୁରୋ):  କଟକ ସହରରୁ ଆଜି ୧୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ  । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି କ୍ବାରେଣ୍ଟାଇନ ୯୬।  ସେହିଭଳି ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରେ ଅଛନ୍ତି  ୧୦୩ ଜଣ କରୋନା ଆକ୍ରାନ୍ତ।   ସିଏମସି ସୂଚନା ଅନୁଯାୟୀ  କଟକ ଜିଲ୍ଲାରେ ଆଜି ମୋଟ ୩୮୨ ଜଣ କରୋନା…

ସିଏମସିରୁ ଆଜି ୨୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକାଲ କେସ୍ ରହିଛି ୭୪

କଟକ(କେନ୍ୟୁଜ୍): କଟକ ସହରରୁ ଆଜି ମୋଟ ୨୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ସରକାରୀ କ୍ବାରେଣ୍ଟାଇନରୁ ୫୬ ଜଣ, ହୋମ କ୍ବାରେଣ୍ଟାଇନରୁ ୭୪ ଜଣ ଅଛନ୍ତି। ସେହିଭଳି ଲୋକାଲ କେସ୍ ରହିଛି ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଟ୍ବିଟ ମାଧ୍ୟମରେ…